କୁଇଜଟି ଖେଳି ଜାଣନ୍ତୁ,ଆପଣ ଇତିହାସ ବିଷୟରେ କେତେ ଜାଣିଛନ୍ତି??

କୁଇଜଟି ଖେଳି ଜାଣନ୍ତୁ,ଆପଣ ଇତିହାସ ବିଷୟରେ କେତେ ଜାଣିଛନ୍ତି?

କୁଇଜଟି ଖେଳି ଜାଣନ୍ତୁ,ଆପଣ ଇତିହାସ ବିଷୟରେ କେତେ ଜାଣିଛନ୍ତି?

Q1: ଜଗନ୍ନାଥ ମନ୍ଦିର କେଉଁ ରାଜା ଆରମ୍ଭ କରିଥିଲେ?

  • A. ଚୋଡ଼ଗଙ୍ଗଦେବ
  • B. ଲାଗୁଳା ନରସିଂହ ଦେବ
  • C. ଅଙ୍ଗବିମ ଦେବ
  • D. ଅଶୋକ

Q2: ପ୍ରୄଥିବି ବିଖ୍ୟାତ କୋଣର୍କ ମନ୍ଦିର କିଏ ନିର୍ମାଣ କରିଥିଲେ?

  • A. ଚୋଡ଼ଗଙ୍ଗଦେବ
  • B. ଲାଗୁଳା ନରସିଂହ ଦେବ
  • C. ଅଶୋକ
  • D. ଅଙ୍ଗବିମ ଦେବ

Q3: କୋଣର୍କ ମନ୍ଦିର କେତେ ଖ୍ରୀଷ୍ଟଦ୍ଧରେ ଆରମ୍ବ ହୋଇଥିଲା?

  • A. 1210
  • B. 1150
  • C. 1820
  • D. 1245

Q4: ଚନ୍ଦ୍ରଗୁପ୍ତ ମୋର୍ଯ୍ୟ କେତେ ବର୍ଷ ଶାସନ କରିଥିଲେ?

  • A. 34 ବର୍ଷ
  • B. 29 ବର୍ଷ
  • C. 25 ବର୍ଷ
  • D. 10ବର୍ଷ

Q5: ଚାଣକ୍ୟଙ୍କ ଜନ୍ମ ସ୍ଥାନ କେଉଁ ଠାରେ?

  • A. କୋଶଳ
  • B. ରାମେଶ୍ଵର
  • C. ତକ୍ଷଶିଳା
  • D. ଉତ୍ତୋରବନ

Q6: ଅଶୋକ ମଗଧ ସିଂଘାସନ କେବେ ଆରୋହଣ କରିଥିଲେ?

  • A. ଖ୍ରୀ:ପୂ:125
  • B. ଖ୍ରୀ:ପୂ:173
  • C. ଖ୍ରୀ:ପୂ:280
  • D. ଖ୍ରୀ:ପୂ:273

Q7: ଅଶୋକ ପ୍ରାଣ ତ୍ୟାଗ କେବେ କରିଥିଲେ?

  • A. ଖ୍ରୀ:ପୂ:232
  • B. ଖ୍ରୀ:ପୂ:232
  • C. ଖ୍ରୀ:ପୂ:300
  • D. ଖ୍ରୀ:ପୂ:232

Q8: ଗୌତମଙ୍କ ପିତା ଏବଂ ମାତାଙ୍କ ନାମ କଣ ଥିଲା?

  • A. ଅଶୋକ,ବିମଳା
  • B. ଶୁଦ୍ଧଦନ,ମାୟାଦେବୀ
  • C. ଜୀଵଦେବ,ରାମେଶ୍ଵରୀ
  • D. ହିମାଂଗ ଦେବ,ରସଦେବୀ

Q9: ଲିଙ୍ଗରାଜ ମନ୍ଦିରର ଉଚ୍ଚତା କେତେ?

  • A. 200 ଫୁଟ
  • B. 160 ଫୁଟ
  • C. 158ଫୁଟ
  • D. 290ଫୁଟ

Q10: ଅଶୋକ କଳିଙ୍ଗ ଆକ୍ରମଣ କେବେ କରିଥିଲେ?

  • A. ଖ୍ରୀ:ପୂ:432
  • B. ଖ୍ରୀ:ପୂ:224
  • C. ଖ୍ରୀ:ପୂ:561
  • D. ଖ୍ରୀ:ପୂ:261

post a comment