ଜଣେ ପ୍ରକୃତ ଓଡ଼ିଆ ହିଁ ଏହି କୁଇଜରେ ୧୦ ରୁ ୧୦ ନମ୍ବର ଆଣି ପାରିବ?

ଜଣେ ପ୍ରକୃତ ଓଡ଼ିଆ ହିଁ ଏହି କୁଇଜରେ ୧୦ ରୁ ୧୦ ନମ୍ବର ଆଣି ପାରିବ

ଜଣେ ପ୍ରକୃତ ଓଡ଼ିଆ ହିଁ ଏହି କୁଇଜରେ ୧୦ ରୁ ୧୦ ନମ୍ବର ଆଣି ପାରିବ. କୁଇଜ ଖେଳିବା ପାଇଁ ଷ୍ଟାର୍ଟ କୁଇଜ଼ ରେ କ୍ଲିକ କରନ୍ତୁ

Q1: ଓଡ଼ିଶାରେ ସର୍ବମୋଟ କେତୋଟି ଜିଲ୍ଲା ଅଛି?

  • A. ୩୧
  • B. ୩୦
  • C. ୨୩
  • D. ୧୩

Q2: ଓଡ଼ିଶାରେ କେତେ ସଂଖ୍ୟକ ଲୋକସଭା ସ୍ଥାନ ଅଛି ?

  • A. ୫୨
  • B. ୫୧
  • C. ୨୧
  • D. ୩୦

Q3: ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀଙ୍କ ନାମ କଣ ?

  • A. ବିଜୁ ପଟ୍ଟନାୟକ
  • B. ନବକୃଷ୍ଣ ଚୌଧୁରୀ
  • C. ହରେକୃଷ୍ଣ ମହତାବ
  • D. ବିଶ୍ୱନାଥ ଦାସ

Q4: ଓଡ଼ିଶାରେ କିଏ ଅଧିକ ବର୍ଷ ମୂଖ୍ୟମନ୍ତ୍ରୀ ସ୍ଥାନ ଅଧିକାର କରିଆସିଛନ୍ତି ?

  • A. ଗିରିଧର ଗମାଙ୍ଗ
  • B. ନବୀନ ପଟ୍ଟନାୟକ
  • C. ହେମାନନ୍ଦ ବିଶ୍ୱାଳ
  • D. ବିଜୁ ପଟ୍ଟନାୟକ

Q5: କେବେ ଓଡ଼ିଶାର ରାଜଧାନୀ କଟକରୁ ଭୁବନେଶ୍ୱର କୁ ସ୍ଥାନାନ୍ତରିତ କରାଯାଇଥିଲା?

  • A. ୧୯୪୭
  • B. ୧୯୪୮
  • C. ୧୯୫୦
  • D. ୧୯୫୮

Q6: ଗୀତ ଗୋବିନ୍ଦ କିଏ ରଚନା କରିଥିଲେ ?

  • A. ନରୋତ୍ତମ ଦାସ
  • B. ଜୟଦେବ
  • C. ବିଦ୍ୟାପତି
  • D. ଗୋପବନ୍ଧୁ ଦାଶ

Q7: ପ୍ରଥମେ କିଏ ଓଡ଼ିଆ ରେ ମହାଭାରତ ରଚନା କରିଥିଲେ ?

  • A. ଅର୍ଜୁନ ଦାସ
  • B. ଶାରଳା ଦାସ
  • C. ଜଗନ୍ନାଥ ଦାସ
  • D. ଜୟଦେବ

Q8: ଓଡ଼ିଶାରେ ମହାବାତ୍ୟା କେବେ ହୋଇଥିଲା ?

  • A. ୧୯୯୮
  • B. ୧୯୯୯
  • C. ୨୦୦୦
  • D. ୨୦୦୧

Q9: ଓଡ଼ିଆ ଚଳଚ୍ଚିତ୍ର ସୀତା ବିବାହ କେଉଁ ବର୍ଷ ରିଲିଜହୋଇଥିଲା ?

  • A. ୧୯୨୮
  • B. ୧୯୩୬
  • C. ୧୯୩୩
  • D. ୧୯୩୨

Q10: ଲିଙ୍ଗରାଜ ମନ୍ଦିର କେଉଁ ରାଜ ବଂଶ ଦ୍ୱାରା ନିର୍ମାଣ ହୋଇଥିଲା?

  • A. ସାତବହନ ବଂଶ
  • B. ଗଙ୍ଗ ବଂଶ
  • C. ସୋମ ବଂଶ
  • D. ନାଗ ବଂଶ

post a comment