ଏହି ଦଶଟି ପ୍ରଶ୍ନର ଉତ୍ତର ଦିଅନ୍ତୁ ଆମେ ଆପଣଙ୍କୁ କହିବୁ ଅନେକ ସମୟରେ ନିଜର କେଉଁ ଭାବନା ଗୁଡିକ ଆପଣ ଲୁଚାନ୍ତି!?

ଏହି ଦଶଟି  ପ୍ରଶ୍ନର ଉତ୍ତର ଦିଅନ୍ତୁ  ଆମେ ଆପଣଙ୍କୁ କହିବୁ ଅନେକ ସମୟରେ ନିଜର କେଉଁ ଭାବନା ଗୁଡିକ ଆପଣ ଲୁଚାନ୍ତି!

ଏହି ଦଶଟି ପ୍ରଶ୍ନର ଉତ୍ତର ଦିଅନ୍ତୁ ଆମେ ଆପଣଙ୍କୁ କହିବୁ ଅନେକ ସମୟରେ ନିଜର କେଉଁ ଭାବନା ଗୁଡିକ ଆପଣ ଲୁଚାନ୍ତି!

ଆପଣଙ୍କ ଭାବନାତ୍ମକ ସ୍ଥିତି ର ରଙ୍ଗ କିପରି ?

  • ହଳଦିଆ
  • ନାଲି
  • ସବୁଜ
  • ଗୋଲାପୀ

ଗୋଟେ ଇମୋଜୀ ଚୟନ କର?

  • Norway

    ଆଖିମାରିବା

  • Norway

    ଚୁମ୍ବନ

  • Norway

    ରାଗିବା

  • Norway

    କାନ୍ଦିବା

ଅନ୍ୟର ଭାବନା କୁ କଷ୍ଟ ପହଞ୍ଚି ଆପଣ ପଶ୍ଚାତାପ କରନ୍ତି କି ?

  • ବହୁତ ଖରାପ ଲାଗେ
  • ମନଦୁଃଖ ହୁଏ
  • ଟିକେ ଖରପ ଲାଗେ
  • କେବେନୁହେଁ

ଏବେ ଆପଣ କେଉଁଠିକୁ ବୁଲିବାକୁ ଯିବାକୁ ଚାହିଁବେ?

  • Norway

    ଜଙ୍ଗଲ

  • Norway

    ଦ୍ୱୀପ

  • Norway

    ପାହାଡ

  • Norway

    ସମୁଦ୍ର

ଆପଣ ଆପଣଙ୍କ ହାସ୍ୟ ଭାବନା କୁ ଆପଣ ଗୋଟେ ଶବ୍ଦ ରେ ପ୍ରକାଶ କରନ୍ତୁ ?

  • ମିଶାମିଶି
  • ହାସ୍ୟଯୁକ୍ତ
  • ଶରୀର ସମ୍ବନ୍ଧୀୟ
  • ପରିହାସ ଯୁକ୍ତ

ବର୍ତ୍ତମାନ ଆପଣ ଜୀବନ ସହ କେଁ ଗୀତ ମେଳ ଖାଉଛି ?

  • Norway

    ତୁମ ହି ହୋ

  • Norway

    ଫିର ଭି ତୁମକୋ ଚାହୁଁଙ୍ଗା

  • Norway

    ଖଲିବଲି

  • Norway

    ଚନ୍ନା ମେରେୟା

ଆପଣ ଆପଣଙ୍କ ଭାବନା ଓ ଆବେଗ କୁ ନେଇ କେତେ ଖୋଲା?

  • ବହୁତ ଖୋଲା
  • ଅଳ୍ପ ଖୋଲା
  • ମିଶାମିଶି
  • ଜମା ବି ଖୋଲା ନୁହେଁ

ଧରାପୃଷ୍ଠ ରେ କେଉଁଟିକୁ ଆପଣ ବେଶୀ ଭଲପାଆନ୍ତି ?

  • Norway

    ଲୋକମାନଙ୍କୁ

  • Norway

    ସଂସ୍କୃତି

  • Norway

    ଟଙ୍କା

  • Norway

    ପ୍ରକୃତି

ଆପଣଙ ଯେତେବେଳେ ଆପଣଙ୍କ ପରିବାର ବିଷୟରେ ଭାବନ୍ତି ପ୍ରଥମେ କିଏ ଆପଣଙ୍କ ମନକୁ କେଉଁ ଭାବନା ଆସିଥାଏ?

  • ଖୁସି
  • ସ୍ନେହ
  • ହାସ୍ୟ
  • ଯୁକ୍ତି

କେଉଁ ଗୁଣ ଟି ନିହାତି ରହିବ ଆବଶ୍ୟକ?

  • Norway

    ନିଷ୍ଠା

  • Norway

    ସ୍ୱାଧୀନ

  • Norway

    ଶକ୍ତି

  • Norway

    ହସଖୁସି

post a comment