ଆପଣ ଏହି ଦଶଟି ପ୍ରଶ୍ନର ଉତ୍ତର ଦିଅନ୍ତୁ ଆମେ କହିବୁ ଆପଣ କରିଥିବା ଚାକିରୀରେ କଣ ଅନୁଭବ କରନ୍ତି ?

ଆପଣ ଏହି ଦଶଟି ପ୍ରଶ୍ନର ଉତ୍ତର ଦିଅନ୍ତୁ ଆମେ କହିବୁ  ଆପଣ କରିଥିବା ଚାକିରୀରେ କଣ ଅନୁଭବ କରନ୍ତି

ଆପଣ ଏହି ଦଶଟି ପ୍ରଶ୍ନର ଉତ୍ତର ଦିଅନ୍ତୁ ଆମେ କହିବୁ ଆପଣ କରିଥିବା ଚାକିରୀରେ କଣ ଅନୁଭବ କରନ୍ତି

ଆପଣଙ୍କ ମତରେ ଆଦର୍ଶ ଚାକିରୀ ତାକୁ କୁହାଯିବ ଯେଉଁଥିରେ ଆପଣ ଆପଣଙ୍କର କଣ ପ୍ରୟୋଗ କରିପାରିବେ?

  • ଜ୍ଞନ
  • ତର୍କ
  • ଆବେଗ
  • ସୃଜନଶୀଳତା

କେଉଁ ରଙ୍ଗ ଆପଣଙ୍କର ପସନ୍ଦ ନୁହେଁ?

  • Norway

    ନୀଳ

  • Norway

    କଳା

  • Norway

    ନାଲି

  • Norway

    ହଳଦିଆ

ଆପଣ କାହାବିନା ଖୁସି ରହିପାରିବେନି?

  • ପରିବାର
  • ସାଙ୍ଗ
  • ଟଙ୍କା
  • ସମ୍ମାନ

ଦିନର କେଉଁ ସମୟ ଆପଣଙ୍କର ପ୍ରିୟ ଅଟେ?

  • Norway

    ସକାଳ

  • Norway

    ଖରାବେଳ

  • Norway

    ସନ୍ଧ୍ୟା

  • Norway

    ରାତି

ଆପଣ ଏକୁଟିଆ ଅନୁଭବ କଲେ କଣ କରିଥାନ୍ତି?

  • ଚିତ୍ର ଆଙ୍କନ୍ତି
  • ସପିଂକରନ୍ତି
  • ଗୀତ ବୋଲନ୍ତି
  • ଟିଭି ଦେଖନ୍ତି

ଏଥିମଧ୍ୟରୁ କେଉଁ ସ୍ଥାନକୁ ଯିବାକୁ ଚାହିଁବେ?

  • Norway

    କେପଟାଉନ

  • Norway

    ସିଡନୀ

  • Norway

    ପ୍ୟାରିସ

  • Norway

    ଥାଇଲାଣ୍ଡ

ଏଥିମଧ୍ୟରୁ କେଉଁଟିକୁ ପସନ୍ଦ କରିବେ?

  • ଶୋଇବା
  • ଖାଇବା
  • ପଢିବା
  • ସପିଙ୍ଗ କରିବା

କେଉଁ ପ୍ରକାର ପାଣି ରଙ୍ଗ ର ଚିତ୍ର ଆପଣଙ୍କୁ ପସନ୍ଦ ?

  • Norway

    Variegated Wash

  • Norway

    Charging colors

  • Norway

    Hard & Soft Edges

  • Norway

    Wet-Into-Wet

ରାତ୍ର ଭୋଜନରେ କଣ ପସନ୍ଦ କରନ୍ତି? ?

  • କିମାବିରିୟାନୀ
  • ମଖମଲି କୋଫ୍ତ।
  • ରୁଟିଡାଲି
  • ମାଛଭଜା

ଏକ ମ୍ୟାଜିକାଲ ପଶୁକୁ ଚୟନ କରନ୍ତୁ?

  • Norway

    କୋକାଟ୍ରାଇସ

  • Norway

    କାର୍ଭିତୌର

  • Norway

    ଫାବଲେହେଭେନ

  • Norway

    ୟୁନିକର୍ନ ହର୍ଷ

post a comment