ଆପଣ ଏହି ଦଶଟି ପ୍ରଶ୍ନର ଉତ୍ତର ଦିଅନ୍ତୁ ଆମେ ଆପଣଙ୍କୁ କହିବୁ ଆପଣଙ୍କ ମୁଡ଼ ଆଜି କିପରି ଅଛି ?

ଆପଣ ଏହି ଦଶଟି ପ୍ରଶ୍ନର ଉତ୍ତର ଦିଅନ୍ତୁ ଆମେ ଆପଣଙ୍କୁ କହିବୁ  ଆପଣଙ୍କ ମୁଡ଼ ଆଜି କିପରି ଅଛି

ଆପଣ ଏହି ଦଶଟି ପ୍ରଶ୍ନର ଉତ୍ତର ଦିଅନ୍ତୁ ଆମେ ଆପଣଙ୍କୁ କହିବୁ ଆପଣଙ୍କ ମୁଡ଼ ଆଜି କିପରି ଅଛି

କେଉଁଥିରେ ଆପଣଙ୍କ ମନ ପରିବର୍ତ୍ତନ ହୋଇଯାଇଥାଏ ?

  • Norway

    ଗୀତ

  • Norway

    ରୋମାଣ୍ଟିକ ଲାଇଟ

  • Norway

    ଉପହାର

  • Norway

    ପ୍ରଶଂସା

କେଉଁ ଦିନ ତୁମେ ମନ୍ଦିର ଯିବାକୁ ପସନ୍ଦ କର??

  • ସୋମବାର
  • ମଙ୍ଗଳବାର
  • ଗୁରୁବାର
  • ଶନିବାର

ସୁନ୍ଦର ସ୍ୱାସ୍ଥ୍ୟ ର ମନ୍ତ୍ର କଣ ?

  • Norway

    ଏକ୍ସରସାଇଜ଼

  • Norway

    ଯୋଗ

  • Norway

    ଅକ୍ରୋଯୋଗ

  • Norway

    ଡାନ୍ସ

ଜଗନ୍ନାଥ ମନ୍ଦିର ତୁମେ କେତେ ଥର ଯାଇଛ??

  • ୧ଥର
  • ୨ଥର
  • ୩ଥର
  • ୪ଥର

ଆପଣଙ୍କ ସାଙ୍ଗମାନେ ଆପଣଙ୍କୁ କଣ ବୋଲି ମନେକରନ୍ତି ?

  • Norway

    ମିଷ୍ଟଭାଷୀ

  • Norway

    ମଜାଳିଆ

  • Norway

    କ୍ରିଡାପ୍ରିୟ

  • Norway

    ଭାବପ୍ରବଣ

କେଉଁ ପାର୍ଥନା ତୁମ ପିଲାଦିନ କୁ ମନେପକାଇଦିଏ??

  • ଆହେ ଦୟାମୟ ବିଶ୍ୱ ବିହାରୀ
  • ଅଖିଳ ବ୍ରହ୍ମାଣ୍ଡ ପତି
  • ଆହେ ନୀଳଶଇଳ
  • କି ସୁନ୍ଦର ଆହା

ଆପଣଙ ଯେତେବେଳେ ଆପଣଙ୍କ ପରିବାର ବିଷୟରେ ଭାବନ୍ତି ପ୍ରଥମେ କିଏ ଆପଣଙ୍କ ମନକୁ କେଉଁ ଭାବନା ଆସିଥାଏ?

  • Norway

    ଖୁସି

  • Norway

    ସ୍ନେହ

  • Norway

    ହାସ୍ୟ

  • Norway

    ଯୁକ୍ତି

କେଉଁ ରଙ୍ଗ ଆପଣଙ୍କ ମନରେ ସକାରାତ୍ମକ ଭାବନା ଆଣିଦିଏ??

  • ଧଳା
  • ନୀଳ
  • ସବୁଜ
  • ହଳଦିଆ

କେଉଁ ଧାତୁ କୁ ମନୁଷ୍ୟ ପ୍ରଥମେ ବ୍ୟବହାର କରିଥିଲା ?

  • Norway

    ଲୁହା

  • Norway

    ତମ୍ବା

  • Norway

    ରୁପା

  • Norway

    ଆଲୁମିନିଅମ

ପିଲାଦିନର ମନପସନ୍ଦ ଖେଳନା କଣ? ?

  • ଟେଡିବିୟର
  • ଭିଡିଓ ଗେମ
  • ପଜଲ
  • ରୋବୋର୍ଟ କାର

post a comment