ଆପଣ ଏହି ଦଶଟି ପ୍ରଶ୍ନର ଉତ୍ତର ଦିଅନ୍ତୁ ଆମେ ଆପଣଙ୍କୁ କହିବୁ ଆପଣ କେଉଁ ପ୍ରକାରର କାନ୍ଦୁରା?

ଆପଣ ଏହି ଦଶଟି ପ୍ରଶ୍ନର ଉତ୍ତର ଦିଅନ୍ତୁ ଆମେ ଆପଣଙ୍କୁ କହିବୁ ଆପଣ କେଉଁ ପ୍ରକାରର କାନ୍ଦୁରା

ଆପଣ ଏହି ଦଶଟି ପ୍ରଶ୍ନର ଉତ୍ତର ଦିଅନ୍ତୁ ଆମେ ଆପଣଙ୍କୁ କହିବୁ ଆପଣ କେଉଁ ପ୍ରକାରର କାନ୍ଦୁରା

ଆପଣ ଆପଣଙ୍କ ଚିନ୍ତା କିପରି ଦୂର କରିଥାନ୍ତି??

  • ବହି ପଢି
  • ଟିଭି ଦେଖି
  • ଗୀତ ଗାଇ
  • ଆତ୍ମୀୟଙ୍କ ସହ କଥା ହୋଇ

ଗୋଟେ ଇମୋଜୀ ଚୟନ କର?

  • Norway

    ଆଖିମାରିବା

  • Norway

    ଚୁମ୍ବନ

  • Norway

    ରାଗିବା

  • Norway

    କାନ୍ଦିବା

କଣ ଆପଣ ତାଙ୍କ ପଇସା ପାଇଁ ଚିନ୍ତା କରନ୍ତି ?

  • ନାଁ
  • ହଁ
  • ବେଳେବେଳେ
  • ଆବଶ୍ୟକ ପଡିନି

କେଉଁ ପ୍ରକାର ଫିଲ୍ମ ଦେଖିବାକୁ ପସନ୍ଦ କରନ୍ତି?

  • Norway

    ଭୁତ

  • Norway

    ରହସ୍ୟମୟ

  • Norway

    ଡ୍ରାମା

  • Norway

    ଅନିମେସନ

ମିଳାମିଶା ଲୋକମାନଙ୍କ ପ୍ରତି ଆପଣଙ୍କର ଚିନ୍ତାଧାରା କଣ ?

  • ବହୁତ ଭଲ
  • ବିରକ୍ତିକର
  • ଭଲ
  • କହିପାରିବିନି

ଆପଣଙ୍କ ପସନ୍ଦ ର ଲେଖକ କିଏ ?

  • Norway

    ଷ୍ଟିଫେନ କିଙ୍ଗ

  • Norway

    ଜେକେ ରୋଲିଙ୍ଗ

  • Norway

    ଜେମ୍ସ ପଟରସନ

  • Norway

    ମାର୍କ ଟ୍ୱେନ

ଆପଣଙ୍କ ପାଇଁ ପ୍ରଥମ ଧାରଣା ଅବା ଚିନ୍ତାଧାରା କେତେ ଗୁରୁତ୍ୱପୂର୍ଣ ?

  • ବହୁତ
  • ଅଳ୍ପ
  • ଜମାନୁହେଁ
  • ବିଶ୍ୱାସ କରେନି

ଏକ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଚୟନ କରନ୍ତୁ ?

  • Norway

    ହ୍ୱାଟ୍ସଆପ

  • Norway

    ଫେସବୁକ

  • Norway

    ଟୁଇଟର

  • Norway

    ଟେଲିଗ୍ରାମ

ଆପଣଙ୍କ ଚିନ୍ତାଧାରା କେଉଁ ପ୍ରକାରର ?

  • ସକାରାତ୍ମକ
  • ନକରାତ୍ମକ
  • ମିଶାମିଶି
  • କହିପାରିବିନି

ଏବେ ଆପଣ କେଉଁଠିକୁ ବୁଲିବାକୁ ଯିବାକୁ ଚାହିଁବେ?

  • Norway

    ଜଙ୍ଗଲ

  • Norway

    ଦ୍ୱୀପ

  • Norway

    ପାହାଡ

  • Norway

    ସମୁଦ୍ର

post a comment